IndiaInspiringGeneral

Cyclone Akvan Landfall Completed Near Gopalpur, Threat Remains; Heavy Rain Likely for Next 24 Hours

#ଟଳ ିନି_ବିପଦ_ଆହୁରି_୨୪_ଘଣ୍ଟା ଗୋପାଳପୁର ନିକଟରେ ଅକୱାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ହେଲେ ବିପଦ ଟଳିନି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇପାରେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ । #CycloneAkvan #

The Better India
Read the full story at The Better India

See more good news